Please enable JavaScript.
Coggle requires JavaScript to display documents.
13Manishaପ୍ରଥମ ବିଶ୍ଵଯୁଦ୍ଧ - Coggle Diagram
13
Manisha
ପ୍ରଥମ ବିଶ୍ଵଯୁଦ୍ଧ
କାରଣ
ଆସନ୍ନ କାରଣ
ଫ୍ରାନସିସ ଫର୍ଡିନାଣ୍ଡ ଙ୍କ ହତ୍ୟା
ଯୁଦ୍ଧର ଫଳାଫଳ
ସାମାଜିକ ପରିଣାମ
ବର୍ଣ୍ଣଗତ ତିକ୍ତତା ଦୂରୀକରଣ
ଶ୍ରମିକ ଶ୍ରେଣୀର ପୁନରୁଥାନ
ମହିଳାମାନଙ୍କ ଜୀବନ ରେ ପରିବର୍ତ୍ତନ
ଶିକ୍ଷାର ପ୍ରଗତିରେ ଶିଥିଳତା
ସାଂସ୍କୃତିକ ପରିଣାମ
ଅର୍ଥନୈତିକ ପରିଣାମ
ଅର୍ଥନୈତିକ ବିକାଶରେ ବାଧା
ମୁଦ୍ରସ୍ଫୀତି
ଟିକସର ବୋଝ
ବୈଜ୍ଞାନିକ ପରିଣାମ
ରାଜନୈତିକ ପରିଣାମ
ରାଜତନ୍ତ୍ର ଶାସନର ଲୋପ
ଗଣତନ୍ତ୍ରର ବିକାଶ
ଆନ୍ତର୍ଜାତିକତାବାଦ୍ ର ବିକାଶ
ଜାତୀତାବାଦର ବିକାଶ
ସୁଦୂର କାରଣ
କୂଟନୈତିକ ଚୁକ୍ତି
ଉଗ୍ର ଜାତୀତାବାଦ
ସାମରିକ ପ୍ରତିଯୋଗିତା
ସାମ୍ରାଜ୍ୟବାଦୀ ନୀତି
ଜର୍ମାନୀ ର ପ୍ରାଚ୍ୟ ନୀତି
ବୋସନିଆ ହର୍ଜିଗୋଭିନା ସମସ୍ୟା
ମରକ୍କୋ ସଙ୍କଟ
ଆନ୍ତର୍ଜାତିକ ସଂଗଠନର ଅଭାବ