Please enable JavaScript.
Coggle requires JavaScript to display documents.
ଆମେ ଖାଦ୍ୟ କାହିଁକି ଖାଉ?:question: 1000084805 - Coggle Diagram
ଆମେ ଖାଦ୍ୟ କାହିଁକି ଖାଉ?:question:
ଶକ୍ତି ପାଇଁ :check:
ଚାଲିବା
ଦୌଡ଼ିବା
ଖେଳିବା
ଦୈନନ୍ଦିନ କାମ
ରୋଗରୁ ସୁରକ୍ଷା ପାଇଁ :check: :
ଶରୀରକୁ ସୁସ୍ଥ ରଖେ
ରୋଗ ପ୍ରତିରୋଧ କ୍ଷମତା
କ୍ଷୟପୂରଣ ପାଇଁ :check:
ପୁରୁଣା କୋଷର କ୍ଷୟ
ନୂଆ କୋଷ ତିଆରି
ଶରୀରର ମରାମତି
ଶରୀରର ବୃଦ୍ଧି ପାଇଁ :check:
ଉଚ୍ଚତା ବଢ଼ିବା
ହାଡ଼ର ବିକାଶ
ମାଂସପେଶୀର ବିକାଶ
ସୁସ୍ଥ ଖାଦ୍ୟ :check:
ଭାତ/ରୁଟି
ଡାଲି
ତରକାରୀ
ଫଳ
କ୍ଷୀର
ଖାଦ୍ୟ ନ ଖାଇଲେ
ଦୁର୍ବଳ ଲାଗିପାରେ
ଥକ୍କା ଲାଗିପାରେ
ଶକ୍ତି କମିପାରେ
ଦୈନନ୍ଦିନ କାମରେ ଅସୁବିଧା
ମନେ ରଖ
ଖାଦ୍ୟ → ଶକ୍ତି
ଖାଦ୍ୟ → ବୃଦ୍ଧି
ଖାଦ୍ୟ → କ୍ଷୟପୂରଣ
ଖାଦ୍ୟ → ରୋଗରୁ ସୁରକ୍ଷା