Please enable JavaScript.
Coggle requires JavaScript to display documents.
ଜିଲ୍ଲା ପ୍ରଶାସନ - Coggle Diagram
ଜିଲ୍ଲା ପ୍ରଶାସନ
ଜିଲ୍ଲାପାଳଙ୍କ କାର୍ଯ୍ୟାବଳୀ
-
-
-
ବିବିଧ କାର୍ଯ୍ୟ
- ନିଜ ଜିଲ୍ଲା ଅନ୍ତର୍ଗତ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ ଅଫିସର ଭାବରେ କାର୍ଯ୍ୟ କରନ୍ତି।
- ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି
- ଜିଲ୍ଲାର ଜନଗଣନା କାର୍ଯ୍ୟ ତଦାରଖ କରନ୍ତି
- ଜିଲ୍ଲାପାଳ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି ।
- ଲୋକସଂପର୍କ ତଥା ସମ୍ବାଦ ସରବରାହ ଓ ପରିବେଷଣ କ୍ଷେତ୍ର ରେ କାର୍ଯ୍ୟ କରାନ୍ତି।
- ଦୁର୍ବିପାକ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କର ଦାୟିତ୍ଵ ଥାଏ
-
-
-