Please enable JavaScript.
Coggle requires JavaScript to display documents.
ମୌଳିକ ଅଧିକାର - Coggle Diagram
ମୌଳିକ ଅଧିକାର
ମୌଳିକ ଅଧିକାର :ସ୍ଵତନ୍ତ୍ର ଲକ୍ଷଣ
ବ୍ୟକ୍ତିର ବ୍ୟକ୍ତିତ୍ବର ପୂର୍ଣ୍ଣ ପରିପ୍ରକାଶ
ସରକାରଙ୍କର ସ୍ୱେଚ୍ଛାଚାର ଶାସନରେ ଅଙ୍କୁଶ
ସାଧାରଣ ଆଇନ ବଳରେ ଅପରିବର୍ତ୍ତନୀୟ
ସମାନ ଅଧିକାର
ନିରଙ୍କୁଶ ନୁହେଁ
ସାଂସଦ ଦ୍ବାରା ସଙ୍କୁଚିତ ବା ପ୍ରତ୍ୟାହାର କ୍ଷମତା
ନ୍ୟାୟାଳୟରେ ପ୍ରତିପାଦନୀୟ
ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଥିବା ଆଇନକୁ ନ୍ୟାୟଳୟ ଦ୍ଵାରା ଅସିଦ୍ଧ ଘୋଷଣା
ମୌଳିକ ଅଧିକାରଗୁଡିକର ପ୍ରକାରଭେଦ
ସମାନତାର ଅଧିକାର
ଧାରା 14 ରୁ ଧାରା 18
ସ୍ଵାଧୀନତାର ଅଧିକାର
ଧାରା 19 ରୁ ଧାରା 22
ଶୋଷଣ ବିରୋଧରେ ଅଧିକାର
ଧାରା 23 ଓ 24
ଧର୍ମଗତ ସ୍ଵାଧୀନତାର ଅଧିକାର
ଧାରା 25 ରୁ 28
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର
ଧାରା 29 ଓ 30
ସାମ୍ବିଧାନିକ ପ୍ରତିକାର ଅଧିକାର
ଧାରା 32
ମୌଳିକ ଅଧିକାର ଗୁଡିକର ବିଶେଷତ୍ଵ
ଆଇନ ଆଖିରେ ସମସ୍ତେ ସମାନ
ଶିକ୍ଷା ଅଧିକାର ଆଇନରେ ଛଅ ରୁ ଚଉଦ ବର୍ଷ ମଧ୍ୟରେ ସମସ୍ତଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା
2005 ରେ ସୂଚନା ଅଧିକାର ଆଇନ
ବ୍ୟାପକ ପରିସର
ଅନ୍ୟାନ୍ୟ
1978 ର 44 ତମ ସମ୍ପତ୍ତିଗତ ଅଧିକାରକୁ BAD
ଭାରତର ସମ୍ବିଧାନ ହେଉଛି ଅକୀଳମାନଙ୍କ ଭୂସ୍ଵର୍ଗ
ଜରୁରୀକାଳିନ ପରିସ୍ଥିତିରେ ଓ ପ୍ରତିଷେଧକ ଅଟକ କ୍ଷେତ୍ରରେ ସାମୟିକ ସ୍ଥଗିତ ଦ୍ବାରା ମୌଳିକ ଅଧିକାରର ମୂଳ ଲକ୍ଷ ବାଧାପ୍ରାପ୍ତ
ମୌଳିକ ଅଧିକାର ସଂଶୋଧନ କର ଯାଇପାରିବ କିନ୍ତୁ ମୌଳିକ ଢାଞ୍ଚା ଅପରିବର୍ତ୍ତନୀୟ