Please enable JavaScript.
Coggle requires JavaScript to display documents.
ପ୍ରାକୃତିକ ଉଦ୍ଭିଦ, 1000356593 - Coggle Diagram
ପ୍ରାକୃତିକ ଉଦ୍ଭିଦ
ଭାରତରେ ଅରଣ୍ୟ ର ପ୍ରକାରଭେଦ
କ୍ରନ୍ତିୟ ଚିରହରିତ୍ ଅରଣ୍ୟ
କ୍ରାନ୍ତିୟ ପର୍ଣ୍ଣମୋଚି ଅରଣ୍ୟ
ଶୁଷ୍କ ପର୍ଣମୋଚୀ ଅରଣ୍ୟ
ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ
କ୍ରାନ୍ତିୟ କଣ୍ଟା ବୁଦା ଓ ଗୁଳ୍ମ ଅରଣ୍ୟ
ପାର୍ବତ୍ୟ ଅରଣ୍ୟ
ଜୁଆରିଆ ଅରଣ୍ୟ
ଓଡ଼ିଶା ର ପ୍ରାକୃତିକ ଉଦ୍ଭିଦ
କ୍ରାନ୍ତିୟ ଅର୍ଦ୍ଧ ଚିରହରିତ ଅରଣ୍ୟ
କ୍ରାନ୍ତିୟ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ
ଶାଳ ଜାତୀୟ ପର୍ଣ୍ଣମୋଚୀ ଅରଣ୍ୟ
ମିଶ୍ରିତ ପର୍ଣ୍ଣ ମୋଚୀ ଅରଣ୍ୟ
କ୍ରାନ୍ତିୟ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ
ଉପକ୍ରନ୍ତିୟ ଜୁଆରିଆ ଅରଣ୍ୟ
ବିଭିନ୍ନ ସ୍ଥାନ ରେ ଭିନ୍ନ ଭିନ୍ନ ପ୍ରକାର ପ୍ରାଣୀ ଓ ଉଦ୍ଭିଦ ଦେଖାଯିବ ର କାରଣ
ଜଳବାୟୁ
ଆଲୋକ ଓ ଉତ୍ତାପ
ବୃଷ୍ଟିପାତ
ଭୂ - ଉଚ୍ଚା ବଚ
ମୂର୍ତ୍ତିକା
ପ୍ରାକୃତିକ ଉଦ୍ଭିଦ ର ଉପକାରିତା